ଆଜି ସନ୍ଧ୍ୟା ୬ଟା ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆସନ୍ତାକାଲି ବୌଦ୍ଧ ଜିଲ୍ଲାର ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଜଣାଇ ଦିଆଯାଉଛି ଯେ ଆସନ୍ତା ୦୯.୧୨.୨୦୨୫ ରିଖ ମଙ୍ଗଳବାର ଦିନ ସୋନପୁର ଗ୍ରୀଡ଼ର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ସକାଳ ୮ଘଟିକା ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ବୌଦ୍ଧ ଡିଭିଜନର ମନମୁଣ୍ଡା, କଣ୍ଟାମାଳ, ଘଣ୍ଟାପଡା, ବାଉଁସୁଣୀ, ଜନ୍ହାପଙ୍କ, ବୌଦ୍ଧ,ବଘିଆପଡା ଓ ରାମ୍ଭିକଟା ପି ଏସ ଏସର ସମସ୍ତ ଅଞ୍ଚଳରେ ବିଦୂତ ସରବରାହ ବନ୍ଦ ରହିବ l