ଯୋଗୁଁ କିଶୋରନଗର ବ୍ଲକ ଗାଁ ବଇଣ୍ଡା ପଂଚାୟତ ର ସୋଲଣ୍ଡା ନିକଟରେ ଚାଟଖଳି ଗ୍ରାମର ସୁବାସ ମାଝୀ ଙ୍କର ମାଟି ଘର ର କାନ୍ଥ ଟି ରବିବାର ଦିନ ଅପରାହ୍ନ ୧ ଟା ରେ ମାଡି ବସିଛି । ଫଳରେ ଉକ୍ତ ଘରେ ଥିବା ୪ ଜଣ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଘଟଣା ରୁ ଜଣା ପଡିଛି ଯେ ବର୍ଷା ଲାଗି ରହିଥିବା ବେଳେ ସୁବାସ ଙ୍କର ମାଟି ଘର ର କାନ୍ଥ ଟି ଓଦା ହୋଇ ନଷ୍ଟ ହୋଇ ଯାଇଥିଲା । ଉକ୍ତ ଘରେ ସୁବାସ ଓ ତାଙ୍କ ପତ୍ନୀ ଓ ୨ ପୁଅ ଥିବା ବେଳେ କାନ୍ଥ ଟି ମାଡି ବ