ପଦ୍ମପୁର: ଅଞ୍ଚଳ ମହାବିଦ୍ୟାଳୟରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଯୁବ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀଙ୍କ ଅଧ୍ୟୟନ ତଥା ତାଲିମ ଶିବିର ସମାପିତ
ଆଜି ରବିବାର ଦିନ ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହେଉଥିବା ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀଙ୍କ ଅଧ୍ୟୟନ ତଥା ତାଲିମ ଶିବିର 4ଟା 30 ମିନିଟ ସମୟ ପାଖା ପାଖି ରେ ଉଦଯାପିତ ହୋଇ ଯାଇଅଛି । ଏହି ଦିବସର ଶୁଭାରମ୍ଭ ଯୋଗାଭ୍ୟାସ ଓ ପରିସର ସଫେଇ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଛଅଟି ବ୍ଲକ୍ ରୁ ଯୋଗଦାନ କରିଥିବା ୧୨୬ଜଣ ସ୍ବେଚ୍ଛାସେବକ-ସେବିକା, ୪୦ଜଣ ସଂଯୋଜକ , ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ-ପ୍ରାଧ୍ୟାପିକା ଏବଂ ଅଧ୍ୟାପକ- ଅଧ୍ୟାପିକାଙ୍କ ମିଳିତ ସହାୟତାରେ ଯୁ