ଗତ ମଙ୍ଗଳବାର ଦିନ ରାତ୍ର ସମୟରେ ନର୍ଲା ଥାନା ଅନ୍ତର୍ଗତ ଗୁଣପୁର ଓ ଗାଡେବନ୍ଧ ଗ୍ରାମରେ ଥିବା ସୋଲାର ଲାଇଟ୍ ପ୍ଲେଟ୍ କେହି ଅଜଣା ଦୁର୍ବୃତ୍ତ ଚୋର ଆସି ଚୋରି କରି ନେଉଥିଲେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗ ପରେ ପୋଲିସ ଆଜି ସକାଳ ଦଶ ଘଣ୍ଟା ସମୟରେ ଥାନ ପକ୍ଷରୁ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି