ଆଜି ଅପରାହ୍ନ ୧୨ଟା ସମୟରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଖୁର୍ସେଲ ଠାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଦ୍ୱାରା ସ୍ଥାନୀୟ ଲୋକଙ୍କୁ ସରକାରୀ ସେବା ଅଧିକ ସହଜ ଓ ତ୍ୱରିତ ଭାବେ ମିଳିପାରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଥିଲେ— “ଗ୍ରାମର ବିକାଶ ହିଁ ରାଜ୍ୟର ବିକାଶ, ଏବଂ ପ୍ରତ୍ୟେକ ପଞ୍ଚାୟତକୁ ସ୍ୱୟଂଶାସିତ ଓ ସମୃଦ୍ଧ କରିବା ଆମ ସରକାରର ଲକ୍ଷ୍ୟ। ବୋଲି ସେ ମତ ପ୍