ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜମିହରା ପ୍ରଜା ସଂଘର ନିଯୁକ୍ତି ଦାଦିରେ ଆମରନ ଅନସନ ଚାଲିଛି। ଏମାନେ ଓଡାପଡ଼ା ବ୍ଳକ ଅଞ୍ଚଳର ଶଦାଶିବ ପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଜମିହରା ପ୍ରଜା । ବଉଳପୁର ଠାରେ ଯେତେବେଳେ ପହିଷ୍ଟର କମ୍ପାନୀ ଗଢିଉଠିଥିଲା । ଏହି ପ୍ରଜାମାନଙ୍କଠାରୁ କମ୍ପାନୀ ନିଯୁକ୍ତି ଦେବାର ପ୍ରତିଶୃତି ଦେଇ ସାଗ ମାଛ ଦରରେ ଜମି ନେଇଥିଲା । ଏହାର କିଛିବର୍ଷ ପରେ ପଲିଷ୍କର କମ୍ପାନୀ ରିଲାଏନ୍ସକୁ ବିକ୍ରିକରି ଦେଇଥିଲା |ରିଲାଏନ୍ସ ଏହି ପ୍ରଜାମାନଙ୍କୁ ନିଯୁକ୍ତି ଦେବାପାଇଁ ପ୍ରତିଶୃତି ଦେଇଥିଲା| ହେଲେ ପ୍ରତିଶୃତି ପ୍ରତିଶୃତି ରହି ଯିବାରୁ ଜଗିହରା