ବଲାଙ୍ଗୀର: ବଲାଙ୍ଗିର ସହରରେ ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରି ପ୍ରତିକ୍ରିୟା ରଖିଲେ ପୌରାଧ୍ୟକ୍ଷା ଲିକା ସାହୁ
ବଲାଙ୍ଗିର ସହରରେ ଆଜି ଧୁମଧାମରେ ରଥଯାତ୍ରା ପାଳନ କରାଯାଉଥିବା ବେଳେ ପୌରାଧ୍ୟକ୍ଷା ଲିକା ସାହୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ପୌରାଧ୍ୟକ୍ଷା ଲିକା ସାହୁ ଆଜି ଅପରାହ୍ନ ୫ ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ।