ଝାରସୁଗୁଡା ଜିଲ୍ଲା ଗୁମାଡେରା ସ୍ଥିତ ବେଲପାହାଡ ଇଂଲିଶ ମିଡ଼ିଅମ ସ୍କୁଲ ରେ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ସକାଳ ୯ ଟା ରୁ ଅପରାହ୍ନ ୪ ଟା ଯାଏଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏଥିରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ l ବିଜ୍ଞାନ ଓ ଏହାର ଆବଶ୍ୟକତା ଉପରେ ଛାତ୍ରୀଛାତ୍ରୀ ମାନଂକୁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅବଗତ କରାଇଥିଲେ l