ସିନ୍ଦୁରପଙ୍କ ଅଞ୍ଚଳରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି 8 ଟା ସମୟରେ ଜଣେ ବ୍ୟକ୍ତି ସିନ୍ଦୁରପଙ୍କ ଆଡକୁ ଯାଉଥିବା ସମୟରେ ଦୁର୍ଘଟଣା ର ଶିକାର ହୋଇଥିଲେ l ବ୍ୟକ୍ତି ଜନକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଫଳରେ ବ୍ୟକ୍ତି ଜଣକ ରାସ୍ତାରେ ଅଚେତ ହୋଇ ପଡ଼ିଥିଲେ l ସ୍ଥାନୀୟ ଲୋକେ ପରିବାର ବର୍ଗଙ୍କୁ ଖବର ଦେବା ପରେ ବ୍ୟକ୍ତି ଜଣଙ୍କୁ ତୁରନ୍ତ ସମ୍ବଲପୁର ସଦର ମେଡିକାଲ ଅଣାଯାଇଥିଲା ହେଲେ ଅବସ୍ଥା ଠିକ ନଥିବା ଯୋଗୁଁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି l