Download Now Banner

This browser does not support the video element.

କଟକ ପୌରାଞ୍ଚଳ: ମହତାବ ରୋଡ଼ରେ ଥିବା ଏକ ଘରୋଇ ବ୍ୟାଙ୍କରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ #viralvideo

Cuttack M Corp PS, Cuttack | Sep 6, 2025
ବ୍ୟାଙ୍କ ଭିତରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼। କଟକର ଏକ ଘରୋଇ ବ୍ୟାଙ୍କରେ ଘଟିଛି ଏହି ଘଟଣା। ବ୍ୟାଙ୍କ କର୍ମଚାରୀ ଓ ସୁରକ୍ଷା କର୍ମୀ ମିଶି ଗ୍ରାହକଙ୍କୁ ପ୍ରବଳ ପିଟିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶନିବାର ସନ୍ଧ୍ୟା ୬ ଟା ସମୟରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କଟକ ମହତାବ ରୋଡରେ ଥିବା ଏକ ଘରୋଇ ବ୍ୟାଙ୍କରେ ଏହି ଘଟଣା ଘଟିଛି। ତେବେ ବୁଧବାର ଦିନ ଏହି ଘଟଣା ଘଟିଥିବା ବେଳେ ଏ ନେଇ ଗ୍ରାହକ ଜଣକ ବାଦାମବାଡ଼ି ଥାନାରେ ଏତଲା ଦେଇଛନ୍ତି।
Read More News
T & CPrivacy PolicyContact Us