Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଅଭିଯୋଗ ଶୁଣୁନି ପୋଲିସ ଟ୍ୱିଟ କଲେ ମଧ୍ୟ ନିରବ ଅଧିକାରୀ,ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଲେ ଚାନ୍ଦବାଲି ଥାନା ଜୟନ୍ତଗ୍ରାମର ବାସିନ୍ଦା

Bhadrak Rural, Bhadrak | Sep 3, 2025
ଚାନ୍ଦବାଲି ଥାନା ଜୟନ୍ତି ଗ୍ରାମର କୃପାସିନ୍ଧୁ ମୁଦୁଲି ନିଜ ଜମିରେ ଏକ ପକ୍କା ଘର ନିର୍ମାଣ କରୁଥିବାରୁ ଗ୍ରାମରେ କିଛି ବ୍ୟକ୍ତି ବିରୋଧ କରିଥିଲେ ଏମିତିକି କୃପାସିନ୍ଧୁ ଙ୍କ ଜମି ରେ ଥିବା ଗଛ କୁ ମଧ୍ୟ ହାଣିନେଇଥିଲେ ତାହା ସହ କୃପାସିନ୍ଧୁ ଙ୍କ ପରିବାର କୁ ମରଣତ୍ମକ ଆକ୍ରମଣ କରିବା ସହ ଘରର ଝରକା କବାଟ କୁ ଭାଙ୍ଗି ଥିଲେ ଚାନ୍ଦବାଲି ଥାନା କୁ ମାମଲା ଯାଇଥିଲା ଏତଲା ପଞ୍ଜିକରଣ ମଧ୍ୟ ହୋଇଥିଲାକିନ୍ତୁ ଫଳ ଶୁନ ତାହାର ପ୍ରତିବାଦ ରେ ଆଜି ଦିନ 2 ଟାରେ ଏସପିଙ୍କୁ ଭେଟି ନ୍ୟୟ ଭିକ୍ଷା କରିଛନ୍ତି ପରିବାର ଲୋକେ
Read More News
T & CPrivacy PolicyContact Us