Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ବିଭିନ୍ନ ସମସ୍ୟା ନେଇ ବ୍ଲକ ଠାରେ ଭଣ୍ଡାରିପୋଖରୀ ବିଡ଼ିଓଙ୍କୁ ଘେରିଲେ ଶତାଧିକ ମହିଳା

Bhadrak Rural, Bhadrak | Sep 19, 2025
ଭଣ୍ଡାରିପୋଖରୀ ବିଡ଼ିଓଙ୍କୁ ଘେରିଲେ ଶତାଧିକ ମହିଳା*ତେବେ ବିଭିନ୍ନ ସମସ୍ୟା ନେଇ ମହିଳା ମାନେ ଏକାଠି ହୋଇଥିବା ବେଳେ ତାଙ୍କୁ ଅଣଦେଖା କରି ତାଙ୍କ କଥା ନ ବୁଝିବା କାରଣରୁ ଏହାକୁ ପ୍ରତିବାଦ କରି ବିଡ଼ିଓ ଙ୍କୁ ଘେରିଥିବା ଦେଖିବାକୁ ମିଳିଛି । ତେବେ ଏଥିରେ ଏକ ସହ ରୁ ଅଧିକ ମହିଳା ସାମିଲ ହୋଇଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us