Download Now Banner

This browser does not support the video element.

କେନ୍ଦ୍ରାପଡା: ସାନମଙ୍ଗଳା ଛକରୁ ବ୍ରାଉନ ସୁଗାର ରଖିଥିବା ଅପରାଧୀକୁ ଗିରଫ କଲା ଟାଉନଥାନା ପୋଲିସ, କୋର୍ଟ ଚାଲାଣ କରିଛି l

Kendrapara, Kendrapara | Sep 13, 2025
କେନ୍ଦ୍ରାପଡ଼ା ଟାଉନଥାନା ପୋଲିସ ସାନମଙ୍ଗଳା ଛକରୁ ଜଣେ ନିଶା କାରବାରରେ ସମ୍ପୃକ୍ତ ଅପରାଧିକୁ ଗିରଫ କରିଛି l ଅପରାଧୀର ନାମ ଜ୍ଞାନଦୀପ ପରିଡା l ସେ ସ୍ଥାନୀୟ ଗୋପଗ୍ରାମର ବାସିନ୍ଦା l ଅଭିଯୁକ୍ତ ଅପରାଧୀ ନିକଟରୁ ଆଠ ଦଶମିକ ଛ ଦୁଇ (8.62 gms)ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଜ୍ଞାନଦୀପ ପରିଡାକୁ କୋର୍ଟ ଚାଲାଣ କରାଯାଇଛି l
Read More News
T & CPrivacy PolicyContact Us