Download Now Banner

This browser does not support the video element.

ଭୋଗରାଇ: କୁସୁଡ଼ା ଓ ଗବଗାଁ ପଞ୍ଚାୟତବାସୀ ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟାରେ ହନ୍ତସନ୍ତ, ସ୍ଥିତି ଅନୁଧ୍ୟାନ କଲେ ତହସିଲଦାର

Bhograi, Balasore | Aug 25, 2025
ଧୀରେ ଧୀରେ ସୁବର୍ଣ୍ଣରେଖା ନଦୀରେ କମୁଛି ଜଳସ୍ତର । କିନ୍ତୁ ଗାଁରୁ ଛାଡ଼ୁନି ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟା ଜଳ । ଲୋକ ହେଲେଣି ଛାନିଆ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲାଣି ୬ ରୁ ଉର୍ଦ୍ଧ୍ବ ପଞ୍ଚାୟତ । ୧୫ ହଜାରରୁ ଉର୍ଦ୍ଧ୍ବ ଲୋକ ହନ୍ତସନ୍ତ।ସୁବର୍ଣ୍ଣରେଖା ବନ୍ୟା ପାଣି ପଶିବା ନେଇ ଏବେ ୫୦ ଟି ପଞ୍ଚାୟତର ଲୋକ ଚିନ୍ତାରେ । ଚଳିତ ବର୍ଷ ବନ୍ୟା ପାଣି ଗାଁ ମୁଣ୍ଡରୁ ନକୁମୁଣୁ ପୁଣି ବନ୍ୟା ପାଣି ପ୍ରବଳ ସ୍ରୋତରେ ମାଡି ଗାଁ ଗୁଡିକ ଉବୁଟୁବୁ ହେଲାଣି ।
Read More News
T & CPrivacy PolicyContact Us