Download Now Banner

This browser does not support the video element.

ବଡଗାଁ: ଭୋଇପାଲି ଧାନ ମଣ୍ଡି ଉଦଘାଟିତ

Baragaon, Sundargarh | Jan 2, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଭୋଇପାଲି ଧାନ ମଣ୍ଡି ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଧାନ କ୍ରୟ କମିଟି ସଦସ୍ୟ ରବିନ୍ଦ୍ର ପଟେଲ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି ଆନୁଷ୍ଠାନିକ ଭାବେ ଏହି ଧାନ ମଣ୍ଡି କୁ ଉଦଘାଟନ କରିଥିଲେ।
Read More News
T & CPrivacy PolicyContact Us