Install App
sahajikatenpress2
This browser does not support the video element.
କଣ୍ଟାବାଞ୍ଜି: ବୋରୋବାହାଲରେ ବ୍ଲକ ନାରୀ ସଂଗଠନର ବୈଠକ ଅନୁଷ୍ଠିତ, ବୃଦ୍ଧାଙ୍କୁ ଭତ୍ତା ନ ମିଳିଲେ ଆନ୍ଦୋଳନ ଚେତାବନୀ
Kantabanji, Balangir | Jul 18, 2025
ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଦ୍ ପଞ୍ଚାୟତ ବୋରୋବାହାଲ ବୃଦ୍ଧ ମାଆ ମାନଙ୍କୁ ଭତ୍ତା ମିଲୁ ନାହିଁ ନାରୀସଙ୍ଗଠନ ତଦନ୍ତ କରିବାରୁ ଜଣା ପଡ଼ିଲା ବହୁତ୍ ଦୁଃଖ ସହିତ ଜଣାଯାଛି ଏମାନଙ୍କୁ ସାହାଯ୍ୟ କରିବୁ ଏବଂ ଏମାନଙ୍କୁ ଭତା ନ ମିଲୀ ଲେ ଆମେ ବ୍ଲକ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!