Download Now Banner

This browser does not support the video element.

ସୁନ୍ଦରଗଡ ସହର: ତାଳଚେରରେ ସିରିଜ୍ ଦୁର୍ଘଟଣା ଘଟାଇ ଫେରାର ମାରିଥିବା କାର ଚାଳକ ସୁନ୍ଦରଗଡ଼ ଜଗତ ଗଡରୁ ତାଳଚେର ପୋଲିସ ଦ୍ଵାରା ଗିରଫ

Sundargarh Town, Sundargarh | Sep 1, 2025
ଗତକାଲି ସନ୍ଧ୍ୟା 6 ଟା ପାଖାପାଖି ସମୟରେ ତାଳଚେର ପୋଲିସ ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜଗତ ଗଡ଼ ଗାଁରୁ ଅଭିଯୁକ୍ତ ଚାଳକ ଅଂଶୁମାନ ସାହୁକୁ ଗିରଫ କରିବା ସହ ସିରିଜ ଦୁର୍ଘଟଣା ଘଟାଇଥିବା କାର OD -16H-2927 କୁ ଜବତ କରି ତାଳଚେର ଥାନାକୁ ନେଇଛନ୍ତି। ଗତକାଲି ଏହି ଚାଳକ ତାଳଚେର ଥାନା ଅଞ୍ଚଳରେ ସିରିଜ୍ ଦୁର୍ଘଟଣା ଘଟାଇ ପୋଲିସ ସମ୍ମୁଖରୁ ଫେରାର ହୋଇ ସୁନ୍ଦରଗଡ଼ ରେ ପହଞ୍ଚିଥିଲା। ଦିନ 11 ଟା ପାଖାପାଖି ଏହି ଘଟଣା ଘଟାଇଥିଲା। ନିଶାସିକ୍ତ ହୋଇ ଗୋଟିକ ପରେ ଗୋଟିଏ ଗାଡ଼ି ଏପରି 20 ଟି ବାଇକ ଓ 14 ଟି ସ୍କୁଟିକୁ ଧକ୍କା ଦେଇଥିଲା। ଯେଉଁଥିରେ 20 ରୁ ଅଧିକ ଗୁରୁତର ଆହତ ହୋଇ
Read More News
T & CPrivacy PolicyContact Us