Install App
khariar.news
This browser does not support the video element.
ଖରିଆର: ଖଡ଼ିଆଳ ଆମ୍ବେଦକର ଛକ ଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ସାଂସଦ
Khariar, Nuapada | Sep 3, 2025
ଖଡ଼ିଆଳ ଗସ୍ତରେ ଆସି ଆଜି ଦିନ ୧୨ ଟାରେ ଖଡ଼ିଆଳ ସହରର ଆମ୍ବେଦକର ଛକ ଠାରେ ଥିବା ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ କଳାହାଣ୍ଡି ସାଂସଦ ମାଳବିକା ଦେବୀ। ଏହି ଅବସରରେ ବିଜେପିର ଶତାଧିକ କାର୍ଯ୍ୟକର୍ତ୍ତା ସାଂସଦ ମାଳବିକା ଦେବୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!