Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଆସନ୍ତା ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି ଓ ସମନ୍ୱୟ ସଭା ଅନୁଷ୍ଠିତ

Sambalpur M, Sambalpur | Sep 11, 2025
ଆସନ୍ତା ଦୁର୍ଗାପୂଜା ଦୃଷ୍ଟିରେ ରଖି ଆଜି ସମ୍ବଲପୁର ମହାନଗର ନିଗମ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି ଓ ସମନ୍ୱୟ ସଭା ଆୟୋଜିତ ହୋଇଥିଲା l ଏହି ବୈଠକରେ ପ୍ରମୁଖ ଅଧିକାରୀମାନଙ୍କ ସହ ୫୩ଟି ପୂଜା କମିଟିର ପ୍ରତିନିଧିମାନେ ଯୋଗଦେଇଥିଲେ । ଏହି ବୈଠକରେ SPCB ଅଧିକାରୀମାନେ ରାସାୟନିକ ରଙ୍ଗ ଓ କୃତ୍ରିମ ସାମଗ୍ରୀ ବ୍ୟବହାର ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ଉପୁଜିପାରେ ଏଣୁ ରାସାୟନିକ ରଙ୍ଗ ଠାରୁ ଦୁରେଇ ରହିବା ପାଈଁ ଆଲୋଚନା ହୋଇଥିଲା । ଏହାସହ କିପରି ସୁରକ୍ଷିତ ଭାବେ ପ୍ରତିମା ଗୁଡିକ ବିସର୍ଜନ ହେବ, ଆଲୋକ ସଜାଣି ଏବଂ ସଡ଼କ ମରାମତି ନେଇ ଆଲୋଚନା ହୋଇଥିଲା । ଦୁର୍ଗାପୂଜା
Read More News
T & CPrivacy PolicyContact Us