Install App
shantanupanda7
This browser does not support the video element.
ମୋରଡା: ମାଣିକପୁର ଗ୍ରାମରେ ଚାଷଜମିକୁ କେନ୍ଦ୍ରକରି ଘର ଉପରକୁ ଗୁଳିମାଡ ଘଟଣାରେ ମାମଲା ରୁଜୁକରି ସାଇଣ୍ଟିଫିକ ଟିମ ସହାୟତାରେ ପୁଲିସର ତଦନ୍ତ ଆରମ୍ଭ
Muruda, Mayurbhanj | Sep 7, 2025
ମୋରଡା ନିର୍ବାଚନମଣ୍ଡଳୀ ରାସଗୋବିନ୍ଦପୁର ଥାନା ତଥା ବଡାମପୁର ବିଟ ଅଧୀନ ମାଣିକପୁର ଗାଁରେ ଶନିବାର ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ରବିବାର ଅପରାହ୍ନ ୧ଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ରାସଗୋବିନ୍ଦପୁର ପୁଲିସ l ଅଭିଯୋଗ ମୁତାବକ ମାଣିକପୁର ଗାଁର କାଳିଆ ଓରଫ ଦିଲୀପ କୁମାର ଗିରି ଶନିବାର ରାତିରେ କୁକୁଡ଼ାକୁ ଦାନା ଖାଇବାକୁ ଦେଉଥିବା ସମୟରେ ତାଙ୍କ ଭାଇ ବେଣୁଧର ଗିରିଙ୍କ ପୁଅ ଆସି ଗୁଳିମାଡ କରିଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!