Install App
pitabasdash10
This browser does not support the video element.
ଧରାକୋଟ: ବରଡ଼ାବାଲି ସମେତ ଅଞ୍ଚଳର ବିଭିନ୍ନ ପୂଜାମଣ୍ଡପରେ ପ୍ରଭୁ ଗଣେଷ ଙ୍କ ପୂଜା ଧୁମଧାମ ରେ ଅନୁଷ୍ଠିତ,ବରଡ଼ାବାଲି ରେ 14 ଫୁଟ ର ଗଣେଷ ବିଶେଷ ଆକର୍ଷଣ
Dharakote, Ganjam | Aug 27, 2025
ଗଣେଷ ଚତୁର୍ଥୀ ଉପଲକ୍ଷେ ଉତ୍ସବ ମୁଖର ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳ l ଗ୍ରାମାଞ୍ଚଳ ହେଉ ଅବା ଧରାକୋଟ ଗ୍ରାମ ସବୁଠି ମଣ୍ଡପ ଗୁଡିକରେ ପ୍ରଭୁ ଗଜାନନ ଙ୍କ ବଡ ଧୁମ ଧାମ ରେ ପୂଜାର୍ଚନା ଅନୁଷ୍ଠିତ ହୋଇଛି l ସେହି ଭଳି ଅଞ୍ଚଳର ସମସ୍ତ ବିନାୟକ ମନ୍ଦିର ଏବଂ ସରକାରୀ,ବେସରକାରୀ ଶିକ୍ଷା ଅନୁଷ୍ଠାନ ମାନଙ୍କ ରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଏବଂ ପୂଜାର୍ଚନା ଅନୁଷ୍ଠିତ ହୋଇଯାଇଛି l ବିଶେଷକରୀ ବରଡ଼ାବାଲି ଶିବମନ୍ଦିର ଛକ ନିକଟ ଗଣେଷ ମେଢ଼ ଅଞ୍ଚଳରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣକରିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!