Download Now Banner

This browser does not support the video element.

ସୁନ୍ଦରଗଡ ସହର: ଧରୁଆଡିହି ପୋଲିସ ଦ୍ବାରା ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ତିନି ମଦ୍ୟପ ଚାଳକ ଗିରଫ, ତିନୋଟି ବାଇକ ଜବତ, ତିନୋଟି ମାମଲା ରୁଜ୍ଜୁ

Sundargarh Town, Sundargarh | Sep 11, 2025
ଆଜି ସେପ୍ଟେମ୍ୱର 11 ତାରିଖ ଗୁରୁବାର ପୁଣି ଥରେ ଧରୁଆ ଡିହି ପୋଲିସ ଜିରୋ ଟଲେରାନ୍ସ ଦେଖାଇଛନ୍ତି। ମଦ୍ୟପ ଗାଡି ଚାଳକଙ୍କ ଉପରେ ତୀକ୍ଷଣ ଦୃଷ୍ଟି ରଖି ତିନି ଗାଡ଼ି ଚାଳକଙ୍କୁ ମଦ୍ୟପାନ କରି ବାଇକ୍ ଚାଳନା କରିବା ଅଭିଯୋଗରେ ଗିରଫ କରିଛନ୍ତି। ଏହି ଘଟଣା ସନ୍ଧ୍ୟା 6 ଟା ରୁ 7 ଟା ମଧ୍ୟରେ ଘଟିଛି। ଧରୁଆଡିହି ଥାନା ଅନ୍ତର୍ଗତ ଚୌକି ଛକ ନିକଟରୁ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ ଓ ଦୁଇଟି ସ୍କୁଟି ଜବତ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ - OD -23S-1416 ବାଇକର ଚାଳକ ହାନବିଲମାନସ କୁଜୁର, OD - 23 R-9049 ସ୍କୁଟି ଚାଳକ ସୁଶୀଲ ପିଙ୍ଗ ଓ ଏକ ନମ୍ୱର
Read More News
T & CPrivacy PolicyContact Us