Download Now Banner

This browser does not support the video element.

ଆସିକା: ମଙ୍ଗଳପୁର ସେବା ସମବାୟ ସମିତି ଆଗରେ ଚାଷୀ ଙ୍କ ଲମ୍ବା ଲାଇନ,ଖୋଲୁନି ତାଲା ଚଷୀ ଙ୍କୁ ମିଳୁନି ସାର,ଚାଷୀ ଙ୍କ ମଧ୍ୟରେ ପ୍ରକାଶ ପାଇଛି ଉତେଜନା

Asika, Ganjam | Sep 12, 2025
ଗଞ୍ଜାମ ଜିଲ୍ଲା ରେ ସବୁଠି ଲାଗିରହିଛି ସାରା ସମସ୍ୟା l ଚାଷୀ ସାର ପାଇଁ ରାତି ଅଧାରୁ ସମବାୟ ସମିତି ଆଗରେ ଧାଡିରେ ଛାଡି ହେଉଥିବା ବେଳେ କେତେବେଳେ ଚାଷୀ ସାର ପାଉଛନ୍ତି ତ କେତେବେଳେ ସାର ଅଭାବ ଯୋଗୁଁ ଖାଲିହାତରେ ନିରାଶ ହୋଇ ଫେରୁଛନ୍ତି ଚାଷୀ l ଏହି ଏଭଳି ଅବସ୍ଥା ଆସିକା ବ୍ଲକ ର ବିଭିନ୍ନ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଥିବା ବେଳେ ମଙ୍ଗଳପୁର ସେବା ସମବାୟ ସମିତି କଥା ନକହିବା ଭଲ l କାରଣ କିଛି ଦିନ ହେବ ଆଖପାଖ ଗ୍ରାମର ବହୁ ଚାଷୀ ସାର ପାଇଁ ସେବା ସମବାୟ ସମିତି କୁ ବଡ଼ି ଭୋର ରୁ ଆସୁଥିବା ବେଳେ ଏଠି କିନ୍ତୁ ସମବାୟ ସମିତି ର ଖୋଲୁନି ତାଲା l
Read More News
T & CPrivacy PolicyContact Us