Install App
shantanupanda7
This browser does not support the video element.
ବଡସାହି: ବଡସାହିକୁ ବିଭାଜନକରି ସାନକେରକଠାରେ ନୂତନବ୍ଲକ ପ୍ରତିଷ୍ଠା ପାଇଁ ସାନକେରକ ୟୁପିସ୍କୁଲରେ ଆୟୋଜିତ ୨ୟବୈଠକରେ ଜନପ୍ରତିନିଧି, ବୁଦ୍ଧିଜୀଵୀ ସାମିଲ
Barsahi, Mayurbhanj | Aug 31, 2025
ବଡ଼ସାହି ବ୍ଲକ ତଥା ଥାନା ଅଧୀନ ସାନକେରକ ଉଚ୍ଚପ୍ରାଥମିକ ସ୍କୁଲରେ ବଡ଼ସାହି ବ୍ଲକକୁ ବିଭାଜନ କରି ୧୧ଗୋଟି ଗ୍ରାମପଞ୍ଚାୟତକୁ ନେଇ ସାନକେରକ ଠାରେ ନୂତନ ବ୍ଲକ ପ୍ରତିଷ୍ଠା ପାଇଁ ରବିବାର ଅପରାହ୍ନ ଚାରିଟାରେ ୧୧ଟି ପଞ୍ଚାୟତର ଜନପ୍ରତିନିଧି, ଶିକ୍ଷାବିତ, ବୁଦ୍ଧିଜୀବୀ, ସଚେତନ ନାଗରିକଙ୍କୁ ନେଇ ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ବୁଦ୍ଧିଜୀଵୀ, ଶିକ୍ଷାବିତ ପ୍ରମୁଖ ଉପସ୍ଥିତ ଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!