Download Now Banner

This browser does not support the video element.

ବଡମ୍ବା: ନୂଆ ବ୍ରହ୍ମପୁରା ଗାଁ ନିକଟରେ ବଡମ୍ବା ବିଧାୟକ ଶ୍ରୀ ବିଜୟ ଦଳ ବେହେରା ଅଖିମୁଠି ଅନୁକୂଳ କରିଛନ୍ତି

Badamba, Cuttack | Apr 30, 2025
ଅପରାହ୍ନ ରେ ବଡମ୍ବା ବିଧାୟକ ଶ୍ରୀ ବିଜୟ ଦଳ ବେହେରା ଅଖିମୁଠି ଅନୁକୂଳ କରିଛନ୍ତି। ପବିତ୍ର ଅକ୍ଷୟ ତୃତୀୟା ଅଵସର ରେ ବଡମ୍ବା ନରସିଂହପୁର ବିଧାୟକ ଶ୍ରୀ ବିଜୟ ଦଳବେହେରା ନରସିଂହପୁର ସ୍ଥିତ ନୂଆ ବ୍ରହ୍ମପୁରା ଅଞ୍ଚଳରେ ଅଖିମୁଠି ଅନୁକୂଳ କରିଛନ୍ତି। ସ୍ଥାନୀୟ ବିଧାୟକ ଓ କୃଷକ ସାଥିଙ୍କ ସହ ମିଶି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମାଟି ମାଆ କୁ ମୁଣ୍ଡିଆ ମାରି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବଳଦ ରେ ପଡିଥିବା ଲଙ୍ଗଳ ଧରି ବିଧାୟକ ନିଜେ ଧାନ ମୁଠି ପକାଇ ଚାଷ କରିଥିବା ଦେଖିବାକୁ ମିଳିଛି। ନରସିଂହପୁର ରୁ ଏହି ଅଖି ମୁଠି ଅନୁକୂଳ ହୋଇଛି।
Read More News
T & CPrivacy PolicyContact Us