Download Now Banner

This browser does not support the video element.

ଅମ୍ବାଭୋନା: ପ୍ରବଳ ବର୍ଷା ଯୋଗୁଁ ମହାନଦୀ ରେ ବଢୁଛି ଜଳସ୍ତର,ଆହୁରୀ ବର୍ଷା ହେଲେ ମହାନଦୀକୂଲିଆ ଗାଁ ଗୁଡିକୁ ବିପଦ ଆଶଙ୍କା ହୋଇପାରେ ।

Ambabhona, Bargarh (Baragarh) | Aug 23, 2025
ଗତ 2/3 ଦିନ ଧରି ଲଗାତାର ବର୍ଷା ଯୋଗୁଁ ଅମ୍ବାଭୋନା ବ୍ଲକ ନିକଟସ୍ଥ ମହାନଦୀରେ ବଢୁଛି ଜଳସ୍ତର, ମହାନଦୀକୂଲିଆ ଗାଁ ଚିଖିଲି, ଅନ୍ତରାଡି,ବଡମାଳ ଓ ଅନ୍ଯାନ୍ଯ ଗାଁ ଯାହାକି ନଦୀକୁଲରେ ଅବସ୍ଥିତ । ଆହୁରି ଯଦି ଅଧିକ ବର୍ଷା ହୁଏ, ମହାନଦୀର ବନ୍ୟାଜଲ ଗାଁ ପାଖକୁ ମଧ୍ଯ ଆସିବାର ସମ୍ଭାବନା ରହିଛି । ଆଜିର 5 PM ର ଅପଡେଟ ଅନୁଷାରେ ମହାନଦୀର ଜଳସ୍ତର ବଢୁଛି
Read More News
T & CPrivacy PolicyContact Us