Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ବଙ୍ଗୋପସାଗର ରେ ଲଘୁଚାପ ପାଇଁ ଭଦ୍ରକ ଜିଲ୍ଲାରେ ଆଜି ସକାଳ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି

Bhadrak Rural, Bhadrak | Dec 25, 2024
ବଙ୍ଗୋପସାଗର ରେ ଲଘୁଚାପ ପାଇଁ ଭଦ୍ରକ ଜିଲ୍ଲାରେ ଆଜି ସକାଳ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି । ଆଜି ସକାଳ ୭ ଘଟିକା ଠାରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଥିବା ସୁଚନା ମିଳିଛି । ସେପଟେ ବାରମ୍ଵାର ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷି । ଧାନଫସଲ ସଂପୂର୍ଣ୍ଣ ଅମଳ ସରି ନ ଥିବା ବେଳେ ବାରମ୍ଵାର ଲଘୁଚାପ ବର୍ଷା ହେବା ଫଳରେ ଧାନଫସଲ ନଷ୍ଠ ହେବା କାରଣରୁ ଚାଷି ଚିନ୍ତାରେ ।
Read More News
T & CPrivacy PolicyContact Us