Download Now Banner

This browser does not support the video element.

ଦେବଗଡ: ମରଡଙ୍ଗ ଗ୍ରାମରେ ରାଧା କ୍ରୀଷ୍ଣା ଫୁଟବଲ ଟୁର୍ଣ୍ଣାମେଂଟ, ଯୋଗ ଦେଲେ ଜିଲ୍ଲା ବିଜେପି ସଭାପତି

Debagarh, Debagarh (Deogarh) | Sep 2, 2025
ବାରକୋଟ ବ୍ଲକ ମରଡଙ୍ଗ ଗ୍ରାମରେ ରାଧା କ୍ରୀଷ୍ଣା କ୍ଲବ ପକ୍ଷରୁ ଗତକାଲି ଠାରୁ ଏକ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ୧୬ ଟି ଦଳକୁ ନେଇ ଫୁଟବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତାକାଲି ବୁଧବାର ଟୁର୍ଣ୍ଣାମେଂଟ ଉଦଯାପିତ ହେବ ବୋଲି ଜଣାପଡିଛି । ଆଜି ଟୁର୍ଣ୍ଣାମେଂଟର ଦ୍ୱିତୀୟ ଦିବସ ଥିବା ବେଳେ ସନ୍ଧ୍ୟା ପ୍ରାୟ ୫ ଟା ପର୍ଯ୍ୟନ୍ତ ‘ପୁଲ-ବି’ର ସମସ୍ତ ଫୁଟବଲ ଦଳକୁ ନେଇ ମ୍ୟାଚ ପରିଚାଳନା ହୋଇଥିଲା ।
Read More News
T & CPrivacy PolicyContact Us