This browser does not support the video element.
ପୋଲସରା: ଗୋପବନ୍ଧୁ ହାଇସ୍କୁଲ ଛକ ଗୁଡୁ ପ୍ରଧାନ ହତ୍ୟା ମାମଲାରେ ଆଉ 3 ଗିରଫ,ଏବେ ସୁଦ୍ଧା ମୋଟ 8 ଗିରଫ
Polasara, Ganjam | Jul 31, 2025
ଗଞ୍ଜାମ ଜିଲ୍ଲା ପୋଲସରା ସହର ଗୋପବନ୍ଧୁ ହାଇସ୍କୁଲ ଛକ ପାଖ ରେ ଘଟିଥିବା ଗୁଡୁ ହତ୍ୟା ମାମଲାରେ ପୋଲସରା ପୋଲିସ ଆଉ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଜୁଲାଇ ୨୨ ତାରିଖ ଦିନ ରାଜେଶ ପ୍ରଧାନ ଓରଫ ଗୁଡୁ ଗୋପବନ୍ଧୁ ହାଇସ୍କୁଲ ଛକ ନିକଟ ପରିବା ଦୋକାନ ରେ ଠିଆ ହୋଇଥିବା ବେଳେ କିଛି ମୁଖା ପିନ୍ଧା ଯୁବକ ମାରଣାସ୍ତ୍ର ରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ।