Download Now Banner

This browser does not support the video element.

ପାରାଦୀପ: ଗତକାଲି ଗଣ୍ଡିକପୁରରୁ କରାଯାଇଥିବା ନକଲି ମଦ ପ୍ରସ୍ତୁତକାରୀକୁ କୋର୍ଟ ଚାଲାଣ କଲା ପାରାଦୀପ ଅବକାରୀବିଭାଗ।

Paradip, Jagatsinghpur | Apr 24, 2024
ଘଟଣା ଏହି ପରିକି ଗତକାଲି କୁଜଙ୍ଗ ଥାନା ଅଧିନସ୍ଥ ଗଣ୍ଡିକପୁରର ରମାକାନ୍ତ ସାହୁଙ୍କ ଘରେ ପାରାଦୀପ ଉପଖଣ୍ଡ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ସମେତ ପାଞ୍ଚଜଣିଆ ଦଳ ପହଞ୍ଚି ଅତର୍କିତ ଚଢ଼ାଉ କରି ନକଲି ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଥିଲା। ଆଜି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପାରାଦୀପ ଅବକାରୀବିଭାଗ।
Read More News
T & CPrivacy PolicyContact Us