Download Now Banner

This browser does not support the video element.

ଆସିକା: ଆସିକା ଏନଏସି କୁ ମୁନ୍ସିପାଲଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅଞ୍ଚଳରେ ଖୁସିର ଲହରୀ, ପ୍ରତିକ୍ରିୟା ରଖିଲେ ବିଧାୟକ

Asika, Ganjam | Aug 31, 2025
ରାଜ୍ୟର ସର୍ବ ପୁରାତନ ସହର ରୂପେ ଏସିଆ ମହାଦେଶ ରେ ପରିଚିତ ଗଞ୍ଜାମ ଜିଲ୍ଲା ଆସିକା ଏନଏସି କୁ ସ୍ୱାୟତ୍ତ ଶାସନ ଦିବସରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣି ମୁନିସିପାଲିଟି ଭାବେ ଘୋଷଣା କରିଛନ୍ତି l ଗତ ସାଧାରଣ ନିର୍ବାଚନ ରୁ ପୁର୍ବ ସରକାର ଆସିକା କୁ ମୁନିସିପାଲିଟି ଘୋଷଣା କରିଥିଲେ ମଧ୍ୟ କୌଣସି କାଗଜ ପତ୍ର ହୋଇ ନଥିବା ବେଳେ ଆଜି ସରକାର ଙ୍କ ପକ୍ଷରୁ ଘୋଷଣା ଲୋକଙ୍କୁ ଉତ୍ସହିତ କରିଛି l
Read More News
T & CPrivacy PolicyContact Us