Install App
khabarbarbil
This browser does not support the video element.
କେନ୍ଦୁଝର ସହର: କେନ୍ଦୁଝର ସଂସ୍କୃତି ଭବନ ଠାରେ ଆୟୋଜିତ ଡି.ଏମ.ଏଫ୍. ଉଦ୍ୟମୀ କାର୍ଯ୍ୟକ୍ରମର ଉଦଘାଟନ ସମାରୋହରେ ଯୋଗଦେଲେ ସାଂସଦ
Kendujhar Town, Kendujhar | Sep 3, 2025
ଆଜି କେନ୍ଦୁଝର ସଂସ୍କୃତି ଭବନ ଠାରେ ଉଦଘାଟିତ ହୋଇଛି ଡି.ଏମ.ଏଫ୍. ଉଦ୍ୟମୀ କାର୍ଯ୍ୟକ୍ରମ। ମାନ୍ୟବର କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାଏକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉଦଘାଟନ ସମାରୋହକୁ ଉଦଘାଟନ କରିଥିବା ବେଳେ ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ ଏବଂ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!