This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜା ଅଞ୍ଚଳରେ ସାନଭାଇର ମରଣାନ୍ତକ ଆକ୍ରମଣ ରେ ବଡ଼ ଭାଇ ଗୁରୁତର ଆହତ, ବୁର୍ଲା ସ୍ଥାନାନ୍ତର
Sambalpur M, Sambalpur | Sep 1, 2025
ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜା ଅଞ୍ଚଳରେ ରହୁଥିବା ଏକ ପରିବାର ମଧ୍ୟରେ କୌଣସି କାରଣରୁ ନେଇ ଆଜି ରାତି 8 ଟା ସମୟରେ ବିବାଦ ହୋଇଥିଲା । ଏହାକୁ ନେଇ ବଡଭାଇ ସହଦେବ ବାଗ ଓ ତାଙ୍କ ସାନ ଭାଇ ମଧ୍ୟରେ ପାଟିତୁଣ୍ଡ ହେବା ପରେ ମାଡପିଟ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାନ ଭାଇ ବଡ ଭାଇ ସହଦେବକୁ ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିବାରୁ ତାଙ୍କର ଛାତି ତଳେ ଏବଂ ବାମ ହାତ ଗଭୀର ଆଘାତ ଲାଗିଛି । ଫଳରେ ସହଦେବ ଗୁରୁତର ଆହତ ହୋଇଛନ୍ତି । ଏଣୁ ତୁରନ୍ତ ତାଙ୍କୁ ପରିବାର ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଆହୁରି ଗୁର