This browser does not support the video element.
ବୌଦ୍ଧ ସଦର: ଟାଉନ ହଲ ଠାରେ ବୌଦ୍ଧ ମ୍ୟୁନିସିପାଲିଟି ଘୋଷଣା ପରେ ବିଜେପି ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ବିଧାୟକ
Baudh Sadar, Boudh (Bauda) | Aug 31, 2025
ରବିବାର ଦିନ ବୌଦ୍ଧ ଟାଉନ ହଲ ଠାରେ ବୌଦ୍ଧ ଏନ ଏ ସି କୁ ମ୍ୟୁନିସିପାଲିଟି ଘୋଷଣା ପରେ ଜିଲ୍ଲା ବିଜେପି ପକ୍ଷରୁ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି | ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ସମେତ ବିଜେପି କାର୍ଯ୍ୟକର୍ତ୍ତା ମାନେ ଶ୍ରୀ ପ୍ରଧାନଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ |