Install App
updatesnews30056
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଚନ୍ଦନପୁର ବଜାର ନିକଟରେ ଗାଡି ଚେକିଂ ବେଳେ ବେଆଇନ ବାଣ ଚୋରା ଚାଲାଣ ଅଭିଯୋଗ ରେ ଚନ୍ଦନପୁର ଥାନା ଦ୍ୱାରା ଜଣେ ଗିରଫ
Puri M, Puri | Oct 9, 2025
ଚନ୍ଦନ ପୁର ବଜାର ନିକଟରେ ଗାଡି ଚେକିଂ ବେଳେ ବେଆଇନ ବାଣ ଚୋରା ଚାଲାଣ ଅଭିଯୋଗ ରେ ଜଣକୁ ଗିରଫ କରିଛି ଚନ୍ଦନ ପୁର ଥାନା ପୋଲିସ l ଆଜି ସନ୍ଧ୍ୟା 7 ସମୟ ରେ ଚନ୍ଦନ ପୁର ଥାନା ପକ୍ଷରୁ ସୂଚନା ଦିଆଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!