Download Now Banner

This browser does not support the video element.

ଲାଞ୍ଜିଗଡ: ରାସ୍ତା, ପାନୀୟ ଜଳ ଭଳି ମୌଳିକ ସେବାରୁ ବଞ୍ଚିତ ନେଇ କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ଖୁଟୁଲୁଗୁଡା ଗ୍ରାମବାସୀଙ୍କ ପ୍ରତିକ୍ରିୟା

Lanjigarh, Kalahandi | Aug 27, 2025
ଗାଁକୁ ନାହିଁ ରାସ୍ତା ନାହିଁ ନଳକୁଅ ବ୍ୟବସ୍ଥା . କୌଣସି ରୋଗୀଙ୍କୁ ଅଥବା ଗର୍ଭବତୀଙ୍କୁ ଚିକିତ୍ସାଳୟକୁ ନେବାକୁ ହେଲେ ଖଟିଆରେ ବୋହି ନେବାକୁ ହେଇଥାଏ . ରାସ୍ତା ସହ ନାଳ ଝରଣାରେ ପୋଲ ନାହିଁ. ଗାଁକୁ ବାଇକଟିଏ ମଧ୍ଯ ପହଂଚି ପାରେ ନାହିଁ . ସେହିଭଳଇ ପାନୀୟ ଜଳ ପାଇଁ କୌଣସି ନଳକୁଅ ନଥିବାରୁ ଝରଣା ପାଣି ଭରସାରେ ନିଜ ନିଜ ଶୋଷ ମେଣ୍ଟାଉଛନ୍ତି କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ଖୁଟୁଲୁଗୁଡ ଗ୍ରାମବାସୀ . ଏନେଇ ବୁଧବାର ଅପରାହ୍ନ ସାଢେ ୫ଟା ପ୍ରତିକ୍ରିୟା ରଖିଛନ୍ତି ଗ୍ରାମବାସୀ।
Read More News
T & CPrivacy PolicyContact Us