This browser does not support the video element.
କଣ୍ଟାମାଳ: ବାଗଡିଆ ଦେଶୀମଦ ରନ୍ଧାଅଡ୍ଡା ରେ ଅଚାନକ ଚଢ଼ାଉ ଚମ୍ପଟ ମାରିଲା ମାଫିଆ I ବିପୁଳ ଦେଶୀ ମଦ ଶହ ନଷ୍ଟକଲା ମହୁଲପୋଚ
Kantamal, Boudh (Bauda) | Sep 11, 2025
ଦେଶୀ ମଦ ଅଡ୍ଡା ରେ ଚଢ଼ାଉ ଚମ୍ପଟ ମାରିଲା ମାଫିଆ ଜଙ୍ଗଲ ଭିତରେ ଚାଲିଛି ବେଆଇନ ମଦ ରନ୍ଧାଅଡ୍ଡା I ଲିଟର ଲିଟର ମଦ ବିକ୍ରି କରି ମାଳାମାଲ ହେଉଥିଲା ମଦମାଫିଆ I ଏହି ଖବର ପାଇଥିଲା ମନମୁଣ୍ଡା ଅବାକାରି ବିଭାଗ I ଏହା ପରେ ହୋଈଥିଲା ଅଚାନକ ଚଢ଼ାଉ I ଅବକାରୀ ପୋଲିସ କୁ ଦେଖିଚମ୍ପଟ ମାରିଥିଲା ମଦ ମାଫିଆ I ମନମୁଣ୍ଡା ଥାନାର ବାଗଡିଆ ଜଙ୍ଗଲରେ ଥିଲା ଏହି ବେଆଇନ ଦେଶୀ ମଦରନ୍ଧା ଅଡ୍ଡା I ଘଟଣା ସ୍ଥଳ ରୁ 80ଲିଟର ଦେଶୀ ମଦ ସହ 900ଲିଟର ମହୁଲ ପୋଚ ନଷ୍ଟ କରିଛି ଅବକାରୀ ପୋଲିସ I ଏପଟେ ଥାନା ରେ 117-25-26ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ I ଏହି ଚଢ଼ାଉ 4ଘଣ୍ଟା ସମୟ ରେ ହୋଈଥିବା