This browser does not support the video element.
ବେଲପାହାଡ: ବଙ୍ଗୋପସାଗର ରେ ଲଘୁଚାପ ପରେ ଝାରସୁଗୁଡା ଜିଲ୍ଲା ର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା, ଜିଲ୍ଲାକୁ ଇୟେଲୋ ୱାର୍ଣିଂ ଜାରି
Belpahar, Jharsuguda | Sep 13, 2024
ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଝାରସୁଗୁଡାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନ 3 ଟା ରୁ ଘଡଘଡି ସହ ବର୍ଷା ଆରମ୍ଭ ହୋଇଛି l ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଝାରସୁଗୁଡା ଜିଲ୍ଲାକୁ ଇୟୋଲୋ ୱାରନିଙ୍ଗ ଜାରି କରିଛି ପାଣିପାଗ ବିଭାଗ l ଅନ୍ୟପଟେ ଯଦି ବର୍ଷା ଲାଗି ରହେ ତେବେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ 19 ଖଣ୍ଡ ମୌଜାର ନଦୀକୁଳିଆ ଗାଁ ଗୁଡିକରେ ବନ୍ୟା ପାଣି ପଶିବାର ଆଶଙ୍କା ରହିଛି l ଉପରମୁଣ୍ଡରେ ଅଧିକ ବର୍ଷା ହେଲେ ସେମଲିଆ, ମହୁଲପାଲି , ଚିଖୀଲି, ଶରଧା ପରି ନଦୀକୁଳିଆ ଗାଁ ଗୁଡିକର ଚାଷ ଜମି ରେ ମହାନଦୀ ବଢ଼ି ପାଣି ମାଡିବା ସହ ଗାଁ ଭିତରକୁ ପଶିବାର