Download Now Banner

This browser does not support the video element.

ଆସିକା: ସତ୍ୟନାରାୟଣ ମନ୍ଦିର ନିକଟ ମମ ସ୍କୁଲ ରେ ନିଆରା ଗଣେଷ ପୂଜା,ଗୋଟିଏ ସ୍ଥାନରେ ପୂଜା ପାଇଲେ ହଜାର ହଜାର ପ୍ରତିମା

Asika, Ganjam | Aug 27, 2025
ଗୋଟିଏ ନୁହଁକି ଦୁଇଟି ନୁହଁ ଏକା ସାଥେ ହଜାର ହଜାର ଗଣେଷ ପ୍ରତିମା ଗୋଟିଏ ସ୍ଥାନରେ କରାଗଲା ପୂଜା l ମାଟି ମୂର୍ତ୍ତି ଠୂନେଇ ବିଭିନ୍ନ ଧାତୁ ରେ ନିର୍ମିତ ଏଠି ପୂଜା ପାଇଥିବା ବେଳେ ଏହି ଭଳି ନିଆରା କାର୍ଯ୍ୟକ୍ରମ ଆୟୋଜନ କରି ଚର୍ଚ୍ଚା ରେ ଗଞ୍ଜାମ ଜିଲ୍ଲା ଆସିକା ସହର ସତ୍ୟନାରାୟଣ ମନ୍ଦିର ନିକଟ ମମ ସ୍କୁଲ l ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଅନୁଷ୍ଠାନ ପକ୍ଷରୁ ଏହି ନିଆରା ପ୍ରୟାସ ଆୟୋଜନ କରାଯାଇଥିବା ବେଳେ ଏହି ଅବସରରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ ପ୍ରଦାନ କରିଥିଲେ l
Read More News
T & CPrivacy PolicyContact Us