Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଗେଲଟୁଆ କୁଶ ଗଢିଆ ରାସ୍ତାକଡ ବିଲରେ ପଡିଛି ମୃତଦେହ, ହତ୍ୟା ସନ୍ଦେହ

Bhadrak Rural, Bhadrak | Jul 31, 2025
,ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ଗେଲଟୁଆ ଗ୍ରାମ ର ସନ୍ତୋଷ ମଲ୍ଲିକ ସକାଳୁ ଜନୈକ ବ୍ୟକ୍ତି ଙ୍କ ସହ ବାଇକ୍ ରେ ଘରୁ ବାହାରିଥିଲେ । ପରେ କୁଷଗଡିଆ ଓ ବଗମରା ରାସ୍ତା କଡ଼ ରେ ଏକ ବ୍ୟକ୍ତି ବିଲ ରେ ପଡ଼ିଥିବା ଲୋକେ ଦେଖିଥିଲେ । ବ୍ୟକ୍ତି ଜଣକ ସନ୍ତୋଷ ମଲ୍ଲିକ ବୋଲି ଜଣା ପଡ଼ିବା ପରେ ଲୋକେ ପୋଲିସ କୁ ଖବର ଦେଇଥିଲେ । ମୃତଦେହ ର ମୁଁହ ରେ କ୍ଷତ ହୋଇଚି । ତେଣୁ ସ୍ଥାନୀୟ ଲୋକେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି, ଏହି ଖବର ସକାଳ 8 ଘଟିକା ରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us