Install App
nihar20051981
This browser does not support the video element.
କେନ୍ଦ୍ରାପଡା: ଗଜଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତି,ଜିଲ୍ଲା ପ୍ରଶାସନ ନିଷ୍ପତିକୁ ମାନିବେ ପୂଜାକମିଟି,ମୀରପାଟଣାରେ କମିଟି ସଭାପତି ସୌମେନ୍ଦ୍ରଙ୍କ ପ୍ରତିକ୍ରିୟା
Kendrapara, Kendrapara | Sep 13, 2025
କେନ୍ଦ୍ରାପଡ଼ା ଜିଲ୍ଲାରେ ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି l ପ୍ରଥମ ପର୍ଯ୍ୟାୟ ଶାନ୍ତିକମିଟି ସଭା ମଧ୍ୟ ସରିଛି l ଏ ବର୍ଷ ଜିଲ୍ଲା ପ୍ରଶାସନ ଯାହା ନିଷ୍ପତି ନେବ ତାହାକୁ ସମସ୍ତେ ମାନିନେବେ ବୋଲି ମିରପାଟଣା କମିଟି ସଭାପତି ସୌମେନ୍ଦ୍ର ପୃଷ୍ଟି ପ୍ରତିକ୍ରିୟା ରଖିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!