This browser does not support the video element.
କୋରାପୁଟ ସହର: ମୟୂରଭଞ୍ଜ ଜିଲ୍ଲା ପଞ୍ଚାୟତ ପ୍ରତିନିଧିଙ୍କ କୋରାପୁଟ ବ୍ଳକ ଗସ୍ତରେ ଡୁମୁରିପୁଟ ମିଶନ ଶକ୍ତି କାଫେ ପରିଦର୍ଶନ
Koraput Town, Koraput | Sep 2, 2025
ମୟୂରଭଞ୍ଜ ଜିଲ୍ଲାର ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଏକ ଦଳ କୋରାପୁଟ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବ୍ଲକ ପରିଦର୍ଶନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ପରିଷଦ ଆନୁକୁଲ୍ୟରେ ଆସିଥିବା ଉକ୍ତ ଦଳରେ ବିଭାଗୀୟ ଅଧିକାରୀ ମାନଙ୍କ ବ୍ୟତୀତ ୫୦ ଜଣ ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ସଭ୍ୟା କୋରାପୁଟ ଜିଲ୍ଲା ଗସ୍ତରେ ଆସି କୋରାପୁଟ ଜିଲ୍ଲା ପରିଷଦ ଓ ବ୍ଲକ ମାନଙ୍କ ଦ୍ଵାରା କାର୍ଯ୍ୟକାରି ହେଉଥିବା ଯୋଜନା ଗୁଡ଼ିକର ଅନୁଧ୍ୟାନ କରିଥିଲେ।