Download Now Banner

This browser does not support the video element.

କୋରାପୁଟ ସହର: ମୁର୍କାର ପଞ୍ଚାୟତ ଅଧିନସ୍ଥ ଝୋଲା ଗୁଡା ଗାଁରେ ବଜ୍ରାଘାତରେ ୮ ଗାଇ ମୃତ, ସରକାରୀ ସହାୟତା ଦାବି

Koraput Town, Koraput | Sep 10, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ  ମୁର୍କାର ପଞ୍ଚାୟତ ଅଧିନସ୍ଥ ଝୋଲା ଗୁଡା ଗାଁର  ଗୋବିନ୍ଦ ହିକକା ଓ ଦର୍ଶନ ହିକକା ନିକଟସ୍ଥ ପାହାଡରେ ଗାଈ ଚରାଉ ଥିଲେ । ହଠାତ୍ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ୮ ଗରୁ ମୃତ ହୋଇ ଥିବା ଜଣାପଡିଛି। ଏଥିରେ ଗୋବିନ୍ଦ ହିକକା ର ୫ ଟି ଗୋରୁ  ଯାହାର ମୂଲ୍ୟ ପାଖାପାଖି ୧ ଲକ୍ଷ ଟଙ୍କା ହୋଇଥିବା ବେଳେ ଦର୍ଶନର ୩୦ ହଜାର ଟଙ୍କା ଗାଈ ର ମୂଲ୍ୟ ହୋଇ ଥାନ୍ତା ବୋଲି କୁହା ଯାଇଛି। ତେବେ ଏଥିରେ ଜଗୁଆଳି ମାନେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲି ସୂଚନା ମିଳିଛି।
Read More News
T & CPrivacy PolicyContact Us