Install App
publicnewskoraput
This browser does not support the video element.
କୋରାପୁଟ ସହର: ଦାମନଯୋଡି ସ୍ଥିତ ସେକ୍ଟର ୨ ବିଘ୍ନହର୍ତା ପୁଜା କମିଟିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଲେ କୋରାପୁଟ ବିଧାୟକ
Koraput Town, Koraput | Aug 27, 2025
କୋରାପୁଟ ଜିଲ୍ଲାର ଦାମନଯୋଡି ନାଲକୋ ସ୍ଥିତ ସେକ୍ଟର ୨ରେ ବିଘ୍ନହର୍ତ୍ତା ପୁଜା କମିଟି ପକ୍ଷରୁ ଧୁମଧାମରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟା ୭ଟା ସମୟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୋରାପୁଟ ବିଧାୟକ ରଘୁରାମ ମାଛ ଉପସ୍ଥିତ ରହିଥିଲେ। ପୁଜା ମଣ୍ଡପରେ ଠାକୁର ଦର୍ଶନ କରିବା ସହ ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମରେ ଯୋଗଦେଇ ପୁଜା କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ ବିଧାୟକ।
Share
Read More News
T & C
Privacy Policy
Contact Us
Your browser does not support JavaScript!