Download Now Banner

This browser does not support the video element.

ନୂଆପଡା: ମୁଖ୍ୟ ବିଚାରପତିଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଖଡିଆଳ ଠାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟ ଶୁଭାରମ୍ଭ, ପ୍ରତିକ୍ରିୟା ବିଧାୟକ

Nuapada, Nuapada | Sep 2, 2025
ଖଡିଆଳ କୋର୍ଟରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ହରିଶ ଟଣ୍ଡନଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଖଡିଆଳ ଠାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟ ଆଜି ୧୨ ଟାରେ ଶୁଭାରମ୍ଭ ହୋଇଅଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଆଧିରାଜ ପାଣିଗ୍ରାହୀ, ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାସ, ଓଡ଼ିଶା ବାର କାଉନସିଲ ସଦସ୍ୟ ମାନସ ଚାନ୍ଦ, ଜିଲ୍ଲା ଓକିଲ ସଂଘ ସଭାପତି ଖିତିଶ ଅଶୋକ ବୋଧନକର, ଜିଲ୍ଲା ସିଭିଲ ବାର ସଭାପତି ବିଶ୍ୱମଣି ପାଣିଗ୍ରାହୀ,ଖଡିଆଳ ଓକିଲ ସଂଘ ସଭାପତି ଗୋବର୍ଦ୍ଧନ ସୁନା, ଜୁଡ଼ିସିଆଲ ବାର ସଭାପତି ପ୍ରତାପ ଜଗତ ଥିଲେ।
Read More News
T & CPrivacy PolicyContact Us