Download Now Banner

This browser does not support the video element.

ନୂଆପଡା: ଖରିଆର ରୋଡ଼ ସାହୁ ସମାଜ ଭବନରେ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

Nuapada, Nuapada | Sep 10, 2025
ଖରିଆର ରୋଡ଼ରେ ସାହୁ ସମାଜ ପକ୍ଷରୁ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଆକସ୍ମିକ ବିୟୋଗକୁ ନେଇ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ସାହୁ ସମାଜର ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ।
Read More News
T & CPrivacy PolicyContact Us