Download Now Banner

This browser does not support the video element.

ଚମ୍ପୁଆ: ବିର୍ସାକ୍ଲବ ନିକଟରେ ସ୍କୁଲ ଛାତ୍ରଙ୍କ ଉପରେ ଚଢ଼ିଗଲା ବୋଲେରୋ, ୨ ଗୁରୁତର; ସିସିଟିଭିରେ କଏଦ ହେଲା ଦୃଶ୍ୟ

Champua, Kendujhar | Aug 21, 2025
ବଲାଣି ଟାଉନସିପ୍ ବିର୍ସାକ୍ଲବ ନିକଟରେ ସ୍କୁଲରୁ ଘରକୁ ଫେରୁଥିବା ଦୁଇ ନାବାଳକଙ୍କ ଉପରେ ଏକ ଧଳା ବୋଲେରୋ ଚଢ଼ିଯାଇ ଫେରାର ହୋଇ ଯାଇଥିବା ବେଳେ ସିସିଟିଭି କ୍ୟାମେରା ରେ କଏଦ ହେଲା ସେ ସମୟର ହୃଦୟ ବିଦାରକ ଦୃଶ୍ୟ। ଦିନ ପ୍ରାୟ ୪ ଟା ପାଖାପାଖି ସମୟରେ ଘଟିଥିବା ବେଳେ ସ୍ଥାନୀୟ ଲୋକମାନେ ଆହତ ନାବାଳକ ଉଭୟଙ୍କୁ ଚିକିତ୍ସା ପାଇଁ ବଲାଣି ମେଡିକାଲ ନେଇଥିଲେ।
Read More News
T & CPrivacy PolicyContact Us