Install App
khabarjordar
This browser does not support the video element.
ଝାରସୁଗୁଡା: SUJ ଓଡ଼ିଶା ଝାରସୁଗୁଡା ଶାଖା କର୍ମକର୍ତ୍ତା ମାନେ ଭୁବନେଶ୍ୱର ସ୍ଥିତ କୃଷି ଭବନରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନିମନ୍ତ୍ରଣ କରିଥିଲେ।
Jharsuguda, Jharsuguda | Jul 16, 2024
ଆଜି SUJ ଓଡ଼ିଶା ଝାରସୁଗୁଡା ଶାଖା କର୍ମକର୍ତ୍ତା ମାନେ ଭୁବନେଶ୍ୱର ସ୍ଥିତ କୃଷି ଭବନରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଦେଖାକରି ଆସନ୍ତା ୨୮ ଜୁଲାଇରେ ଝାରସୁଗୁଡାରେ ହେବାକୁ ଥିବା ମିଡ଼ିଆ କଂନକ୍ଲେଭରେ ଅତିଥି ପାଇଁ ନିମନ୍ତ୍ରଣ କରିଥିଲେ। ଏହି ଅବସରରେ SUJ ଓଡ଼ିଶାର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାଏକ, ଝାରସୁଗୁଡ଼ା ଜିଲ୍ଲା ସଭାପତି ସୁବାସ ପ୍ରଧାନ, ସାଧାରଣ ସମ୍ପାଦକ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ରହି ନିମନ୍ତ୍ରଣ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!