This browser does not support the video element.
କଣ୍ଟାମାଳ: ଦୀର୍ଘ ଦିନ ପରେ ପ୍ରଶାସନ ଓ ପୋଲିସ ଉପସ୍ଥିତିରେ ଖୋଲିଲା ଗୁହୀରାପାଳି ଅଙ୍ଗନୱାଡି କେନ୍ଦ୍ର, ପରେ ପୁଣି ତାଲା ପକାଇଲେ ମହିଳା
Kantamal, Boudh (Bauda) | Sep 13, 2025
ଦୀର୍ଘ ଦିନ ପରେ ପ୍ରଶାସନ ଓ ପୋଲିସ ଉପସ୍ଥିତିରେ ଖୋଲିଲା ଅଙ୍ଗନୱାଡି କେନ୍ଦ୍ର, ପରେ ପୁଣି ତାଲା ପକାଇଲେ ମହିଳା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତ ଅନ୍ତର୍ଗତ ଗୁହିରାପାଲି ଗ୍ରାମରେ ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଗ୍ରାମର ମହିଳା ମାନେ ଦୀର୍ଘ ୧୦ ମାସ ହେଲା କେନ୍ଦ୍ରରେ ତାଲା ପକାଇ ଥିଲେ । ଅନିୟମିତତାକୁ ନେଇ ଗୁହିରା ପାଲି ଗ୍ରାମର ମହିଳା ମାନେ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ଏହା ନିୟମ ଅନୁସାରେ ହୋଇଥିବା ବ୍ଲକ ସିଡ଼ିପିଓ ମହିଳା ମାନଙ୍କୁ ବୁଝାଇ ଥିଲେ | ହେଲେ ମହିଳା ମାନେ ଅନିୟମିତତା ହୋଇଥିବା ନ