Download Now Banner

This browser does not support the video element.

ବଡସାହି: ମୋରଡାବ୍ଲକ ମଙ୍ଗଳ ଅଧିକାରୀ ଇଦରଗ୍ରାମରୁ ନିଖୋଜର ଏକମାସ ୬ଦିନପରେ ଭୁବନେଶ୍ୱରର ହୋଟେଲରୁ ଉଦ୍ଧାରକରି ପରିବାରବର୍ଗଙ୍କୁ ହସ୍ତାନ୍ତରକଲା ପୁଲିସ

Barsahi, Mayurbhanj | Sep 12, 2025
ବେତନଟୀ ଥାନା ବଡଜାମବଣି ଫାଣ୍ଡି ଅଧୀନ ଇଦର ଗ୍ରାମର ଯୁବକ ନୟନ ମୁର୍ମୁଙ୍କ ପୁଅ ହରିରାମ ମୁର୍ମୁ ମୋରଡା ବ୍ଲକରେ ମଙ୍ଗଳ ସାମ୍ପ୍ରସରଣ ଅଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ଗମାସ ରହସ୍ଜନକ ଭବରେ ଘରୁ ନିଖୋଜ ହୋଇଯିବା ଘଟଣର ଏକମାସ ୬ଦିନ ପରେ ଭୁବନେଶ୍ୱର ରେଷ୍ଟେସନ ନିକଟ ଶ୍ରୀଜଗନ୍ନାଥ ହୋଟେରୁ ଉଦ୍ଧାକରି ଶୁକ୍ରବାର ଅପରାହ୍ନ ପାଞ୍ଚଟାରେ ପରିବାରବର୍ଗଙ୍କୁ ହସ୍ତାନ୍ତର କଲା ବେତନଟୀ ପୁଲିସ l
Read More News
T & CPrivacy PolicyContact Us